ଶିଶୁର ଖାଦ୍ୟନଳୀକୁ ପଶିଗଲା ଆଣ୍ଟିଜେନ୍‌ କିଟ୍

ଏସ୍‌ସିବିରେ ସଫଳତାର ସହ ବାହାର କରାଗଲା କିଟ୍ କଟକ: କୋଭିଡ୍‌ ପରୀକ୍ଷା କାଳ ହେଲା। କଟକକୁ ଚିକିତ୍ସା ପାଇଁ ଆସିଥିବା ବାଲେଶ୍ବର ଅଞ୍ଚଳର ଏକ ୬ବର୍ଷର ବାଳକର କୋଭିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା ସମୟରେ କିଟ୍‌ ସିଧାସଳଖ ଯାଇ ପଶିଯାଇଥିଲା ଖାଦ୍ୟନଳୀରେ। ଗତକାଲି ସଂଧ୍ୟାରେ ଉକ୍ତ ଶିଶୁ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଆଜି ଉକ୍ତ ଶିଶୁର ଖାଦ୍ୟନଳୀରୁ ଉକ୍ତ କୋଭିଡ୍‌ ଆଣ୍ଟିଜେନ୍‌ କିଟ୍‌କୁ ବାହାର କରାଯାଇଛି। ବାହାର କରାଯିବା … Continue reading ଶିଶୁର ଖାଦ୍ୟନଳୀକୁ ପଶିଗଲା ଆଣ୍ଟିଜେନ୍‌ କିଟ୍